ହେ ସଦାପ୍ରଭୁ, ତୁମ୍ଭେ ମାେ' ନିମନ୍ତେ ଏହି ଆଶ୍ଚର୍ୟ୍ଯଜନକ କାର୍ୟ୍ଯଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛା ରେ ତାହା କରିଅଛ।
Cross references
ତୁମ୍ଭେ ତୁମ୍ଭର ସବେକ ପାଇଁ ଏହିସବୁ ମହାନ କାର୍ୟ୍ଯ କରିବ କାରଣ ତୁମ୍ଭେ ତାହା କରିବା ପାଇଁ ଇଚ୍ଛା ଓ ପ୍ରତିଜ୍ଞା କରିଅଛ। ଏବଂ ତୁମ୍ଭେ ଏହି ବିଷଯ ଜାଣିବା ନିମନ୍ତେ ମାେତେ ନିର୍ଦ୍ଧାରଣ କରିଅଛ।
ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।
ପରମେଶ୍ବର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ୟ୍ଯଜନକ କାର୍ୟ୍ଯମାନ କରନ୍ତି ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାଯୀ।
ସେ ନିଜ ଲୋକମାନଙ୍କୁ ଅନ୍ୟଦେଶୀଯମାନଙ୍କ ଅଧିକାର ଦଇେ ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସମାନଙ୍କେୁ ଦଖାଇେଥିଲେ।
ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।
ମୁଁ ମାେ ନିମନ୍ତେ ଓ ମାରେ ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି ଓ ଏହାର ସପକ୍ଷ ରେ ରହିବି ।'
ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।
ସେ ପୁଣି ମାେତେ କହିଲେ, ତୁମ୍ଭେ ମାରେ ଦାସ, ତୁମ୍ଭେ ଇଶ୍ରାୟେଲ, ତୁମ୍ଭଦ୍ବାରା ଆମ୍ଭେ ମହିମାନ୍ବିତ ହବୋ।
ପୁଣି ମାେତେ ତାଙ୍କର ସବେକ ହବୋପାଇଁ, ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଓ ଇଶ୍ରାୟେଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମାେତେ ମାତୃଗର୍ଭ ରେ ସୃଷ୍ଟି କଲେ। ସହେି ସଦାପ୍ରଭୁ ମାେତେ ଏବେ କୁହନ୍ତି, କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଆଦରଣୀଯ ଅଟେ ଓ ମାରେ ପରମେଶ୍ବର ମାରେ ବଳସ୍ବରୂପ ହାଇେଅଛନ୍ତି।'
ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକା ରେ ଦେଖ। ତୁମ୍ଭର ନିଜର ଖ୍ଯାତି ପାଇଁ ଏହା କର।
ହଁ ପରମପିତା, ତୁମ୍ଭେ ପ୍ରକୃତ ରେ ଯାହା ଗ୍ଭହୁଁଥିଲ, ଚାହା ଘଟିଲା।
ପରମେଶ୍ବର ନିଜର ପୂର୍ଣ୍ଣ ଜ୍ଞାନ ଓ ବୋଧ ଶକ୍ତି ଦ୍ବାରା ତାହାଙ୍କର ନିଗୂଢ଼ତତ୍ତ୍ବ ଆମ୍ଭକୁ ଜଣାଇଛନ୍ତି। ପରମେଶ୍ବର ଏହା ଚାହୁଁଥିଲେ ଏବଂ ସେ ଏହା ଖ୍ରୀଷ୍ଟଙ୍କ ଦ୍ବାରା କରିବା ପାଇଁ ଯୋଜନା କରିଥିଲେ।
ସମୟର ପ୍ରାରମ୍ଭରୁ ପରମେଶ୍ବରଙ୍କର ଯେଉଁ ଯୋଜନା ଅଛି, ଏହା ତାହା ସହିତ ମଳେ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବର ଏହା ସମ୍ପନ୍ନ କଲେ।