ସଦାପ୍ରଭୁଙ୍କୁ କୁହ, ହେ ପରମମେଶ୍ବର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର। ଆମ୍ଭମାନଙ୍କୁ ଏକତ୍ର କର ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର। ତବେେ, ଆମ୍ଭମାନେେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା। ତବେେ ଆମ୍ଭମାନେେ ସଂଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।
Cross references
ତବେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଦୟାବାନ ହବେେ। ସଦାପ୍ରଭୁ ପକ୍ସ୍ଟନ୍ନରାଯ ମକ୍ସ୍ଟକ୍ତ କରିବେ। ସେ ତୁମ୍ଭମାନଙ୍କୁ ସଠାେରକ୍ସ୍ଟ ଫରୋଇ ଆଣିବେ,
ପରମେଶ୍ବରଙ୍କ ନିକଟରେ ଗାଯନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗାନ କର, ସମସ୍ତଙ୍କୁ ତାଙ୍କର ମହତ୍ କାର୍ୟ୍ଯସକଳ ଜଣାଅ।
ମୁଁ ଆଶାକରେ କହେି ଜଣେ ତାଙ୍କର ମନ୍ଦିରରୁ ସିଯୋନ ପର୍ବତ ଉପରକୁ ଆସନ୍ତା ଏବଂ ଇଶ୍ରାୟେଲକୁ ରକ୍ଷା କରନ୍ତା। ସେତବେେଳେ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି, ତା ହେଲେ ୟାକୁବ ଆହ୍ଲାଦିତ ହବେ। ଇଶ୍ରାୟେଲ ବହୁତ ଖୁସି ହବେ।
ଆମ୍ଭେ ସାରାଦିନ ପରମେଶ୍ବରଙ୍କ ପ୍ରଶଂସା କରିଛୁ। ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ।
ମୁଁ ଇଚ୍ଛାକରେ, ସହେି ବିଜଯ ସିୟୋନ ପର୍ବତରୁ ଇଶ୍ରାୟେଲକୁ ଆସନ୍ତା ! ଯେତବେେଳେ ପରମେଶ୍ବର ଆପଣା ଲୋକମାନଙ୍କୁ ପୁଣିଥରେ ବନ୍ଦୀତ୍ବରୁ ଆଣିବେ, ସେ ତବେଳେେ ୟାକୁବ ଆନନ୍ଦିତ ହବେେ ଏବଂ ଇଶ୍ରାୟେଲ ଉଲ୍ଲସିତ ହବେ।
ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ବର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାୟ୍ଯ କର ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର ଏବଂ ପାପସବୁ କ୍ଷମା କର।
ପରମେଶ୍ବର ଏପରି କଲେ, ତଣେୁ ତାଙ୍କର ଲୋକମାନେ ତାଙ୍କର ନିଯମ ମାନିବେ ଓ ତାଙ୍କର ଦଇେଥିବା ଶିକ୍ଷା ପାଳନ କରିବେ। ପରମେଶ୍ବରଙ୍କର ପ୍ରଶଂସା କର !
ହେ ସଦାପ୍ରଭୁ ପରମେଶ୍ବର ଆମ୍ଭକୁ ରକ୍ଷାକର। ଏବଂ ପରମେଶ୍ବର ଆମ୍ଭମାନଙ୍କୁ ଅନ୍ୟ ଦେଶୀଯମାନଙ୍କଠାରୁ ଫରୋଇ ଆଣ। ୟପରେିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରିପାରିବୁ ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହାଇପୋରିବୁ।
ସହେି ଲୋକମାନଙ୍କୁ ଆମ୍ଭର ପ୍ରଶଂସାଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।
ଇଶ୍ରାୟେଲର ସମୁଦାଯ ବଂଶ ସଦାପ୍ରଭୁଙ୍କଠା ରେ ଧର୍ମପ୍ରାପ୍ତ ହବେେ ଓ ଦର୍ପ କରିବେ।
ଶାସ୍ତ୍ର ରେ ଏହିପରି ଲଖାେଅଛି : ଯଦି କାହାର ଗର୍ବ କରିବାକୁ ଥାଏ। ତା' ହେଲେ ସେ କବଳେ ପ୍ରଭୁଙ୍କଠା ରେ ଗର୍ବ କରିବା ଉଚିତ୍।
ଆମ୍ଭେ ହେଉଛୁ ପ୍ରଥମ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଭରସା ପ୍ରତିଷ୍ଠିତ କରିଥିଲୁ, ଏବଂ ପରମେଶ୍ବରଙ୍କ ମହିମାର ପ୍ରଶଂସା କରିବା ଲାଗି ଆମ୍ଭକୁ ବଛା ଯାଇଥିଲା।
ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭମାନେେ ମଧ୍ଯ ଜୀବନ୍ତ ପଥର ଭଳି। ପରମେଶ୍ବର ଗୋଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସହେି ମନ୍ଦିର ରେ ପରମେଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଗୃହୀତ ହବୋ ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହବୋ ପାଇଁ, ନିଜକୁ ନିଯୋଜିତ କର।
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।