ପ୍ରଥମ ବଂଶାବଳୀ 15:7 · ଓଡ଼ିଆ ବାଇବେଲ
ଗେର୍ଶୋନଙ୍କ ପରିବାରବର୍ଗରୁ 130 ଜଣ ଲୋକ ଆସିଲେ। ଯାୟେଲ ସମାନଙ୍କେର ନେତା ଥିଲେ।
Cross references
ପ୍ରଥମ ବଂଶାବଳୀ 15:11
2 ଜଣ ଲୋକ ଆସିଲେ। ଅମ୍ମୀନାଦବ ସମାନଙ୍କେର ନେତା ଥିଲେ। ଏହାପରେ ଦାଉଦ, ଯାଜକ ସାଦୋକ ଓ ଅବିଯାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲବେୀୟମାନଙ୍କୁ ମଧ୍ଯ ଡାକିଲେ : ଉରିଯଲେ, ଅସାଯ, ଯାୟେଲ, ଶମଯିଯ, ଇଲୀଯଲେ ଓ ଅମ୍ମୀନାଦବ।
ପ୍ରଥମ ବଂଶାବଳୀ 23:8
ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜେଷ୍ଠପୁତ୍ର ଥିଲେ ୟିହୀଯଲେ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ୟିହୀଯଲେ, ସେଥମ୍ ଓ ଯାୟେଲ।