Home Bibles ପ୍ରଥମ ବଂଶାବଳୀ 13:9 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 13:9 · ଓଡ଼ିଆ ବାଇବେଲ

ସମାନେେ କୀଦୋନସ୍ଥିତ ଶସ୍ଯ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିଯମସିନ୍ଦୁକ ପ୍ରାଯ ପଡ଼ିୟିବା ତୁଲ୍ଯ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା।

Cross references

ଯାତ୍ରା ପୁସ୍ତକ 19:22

ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହାଇେଥାନ୍ତି, ସମାନେେ ହିଁ ନିଜ ନିଜକୁ ପବିତ୍ର କରାନ୍ତୁ। ନ ହେଲ ସମାନେେ ଦଣ୍ଡ ଭୋଗ କରିବେ।

ଯାତ୍ରା ପୁସ୍ତକ 19:24

ସଦାପ୍ରଭୁ ମାଶାଙ୍କେୁ କହିଲେ, ଓହ୍ଲାଇ ୟାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନକରନ୍ତି, ନ ହେଲ ମୁଁ ସମାନଙ୍କେୁ ଦଣ୍ଡ ଦବେି।

ଦିତୀୟ ଶାମୁୟେଲ 6:6

ସମାନେେ ନାଖାନେ ନାମକ ଶସ୍ଯ ମର୍ଦ୍ଦନ ସ୍ଥାନ ରେ ପହଁଞ୍ଚିଲେ। ବଳଦମାନେ ଅମଣା ହବୋରକ୍ସ୍ଟ ଉଷ ହସ୍ତ ବଢାଇ ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରି ନେଲେ।

Interlinear

Choose Theme