Home Bibles ପ୍ରଥମ ବଂଶାବଳୀ 13:4 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 13:4 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସମାନଙ୍କେର ହୃଦବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।

Cross references

ପ୍ରଥମ ଶାମୁୟେଲ 18:20

ଶାଉଲଙ୍କର କନ୍ଯା ମୀଖଲ ଦାଉଦଙ୍କକ୍ସ୍ଟ ପ୍ ରମେ କଲା ଓ ଲୋକମାନେ ଶାଉଲଙ୍କକ୍ସ୍ଟ ଏ କଥା କକ୍ସ୍ଟହନ୍ତେ ଯେ ମୀଖଲ ଦାଉଦଙ୍କକ୍ସ୍ଟ ପ୍ ରମେ କରୁଛି ଶାଉଲ ଏକଥା ଶକ୍ସ୍ଟଣି ଖକ୍ସ୍ଟସି ହେଲେ।

ଦିତୀୟ ଶାମୁୟେଲ 3:36

ସମସ୍ତ ଲୋକ ଏକଥା ବକ୍ସ୍ଟଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟି ରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦଯଙ୍ଗମ କଲେ।

ଦିତୀୟ ବଂଶାବଳୀ 30:4

ଏହି ଚୁକ୍ତି ରାଜା ହିଜକିଯ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା।

ଏଷ୍ଟର ବିବରଣ 8:5

ଏବଂ କହିଲା, ଯବେେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯବେେ ରାଜାଙ୍କ ଦୁଷ୍ଟି ରେ ମୁଁ ଅନୁଗ୍ରହ ପାଇଅଛି, ଦୟାକରି ମାେ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତବେେ ମହାରାଜାଙ୍କର ସମୁଦାଯ ପ୍ରଦେଶସ୍ଥ ୟିହୁଦୀଯମାନଙ୍କୁ ବିନାଶ କରିବା ପାଇଁ ଅଗାଗୀଯ ହମ୍ମାଦାଥାର ପୁତ୍ର ହାମନ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦଇେଥିଲା, ତାହା ପ୍ରତ୍ଯାହୃତ କରାଯାଉ।

Interlinear

Choose Theme