Home Bibles ପ୍ରଥମ ବଂଶାବଳୀ 12:39 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 12:39 · ଓଡ଼ିଆ ବାଇବେଲ

ସହେି ଲୋକମାନେ ଦାଉଦଙ୍କ ସହିତ ହିବ୍ରୋଣ ରେ ତିନିଦିନ କଟାଇଲେ। ସମାନେେ ଭୋଜନ କଲେ ଓ ପାନ କଲେ, କାରଣ ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରୁଥିଲେ।

Cross references

ଆଦି ପୁସ୍ତକ 26:30

ତେଣୁ ଇସ୍ହାକ ତାଙ୍କୁ ଏକ ଭୋଜି ଦେଲେ। ସମାନେେ ସମସ୍ତେ ଖାଇଲେ ଓ ପିଇଲେ।

ଆଦି ପୁସ୍ତକ 31:54

ଏହାପରେ ସେ ସହେି ପର୍ବତ ରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡ଼ାକିଲା। ତହିଁରେ ସମାନେେ ଭୋଜନ କରି ପର୍ବତ ରେ ରାତ୍ରିସାରା ରହିଲେ।

ଆଦି ପୁସ୍ତକ 49:10

ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।

ଦିତୀୟ ଶାମୁୟେଲ 6:19

ଦାଉଦ ମଧ୍ଯ ଇଶ୍ରାୟେଲର ସମସ୍ତ ସ୍ତ୍ରୀ ଓ ପୁରୁଷ ଲୋକମାନଙ୍କୁ ଏକ ଏକ ଖଣ୍ତ ରୋଟୀ, ଏକ ଏକ ଅଂଶ ମାଂସ ଓ ଏକ ଏକ ଶକ୍ସ୍ଟଷ୍କ ଦ୍ରାକ୍ଷା ଦେଲେ ଓ ତା'ପରେ ଲୋକମାନେ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।

ଦିତୀୟ ଶାମୁୟେଲ 19:42

ତହକ୍ସ୍ଟଁ ୟିହକ୍ସ୍ଟଦାର ସମସ୍ତସଲାକ ଇଶ୍ରାଲୟଲସଲାକମାନଙ୍କୁ ଉତ୍ତରସଦଲଲ, ରାଜା ଆମ୍ଭମାନଙ୍କ ବଂଶର ଅନ୍ତଭର୍କ୍ସ୍ଟକ୍ତ ଅଟନ୍ତି।ସତଲବ ତୁମ୍ଲଭମାଲନ କାହିଁକିସକାର୍ଧ କରୁଅଛ? ଆମ୍ଲଭମାଲନ ରାଜାଙ୍କର ଖର୍ଚ୍ଚସର କିଛି ଖାଇ ନାହକ୍ସ୍ଟଁ କିମ୍ବା ରାଜା ଆମ୍ଭକକ୍ସ୍ଟ ଭଲଟିସଦଇ ନାହାଁନ୍ତି?

ପ୍ରଥମ ବଂଶାବଳୀ 11:10

ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।

Interlinear

Choose Theme