ପ୍ରଥମ ବଂଶାବଳୀ 12:14 · ଓଡ଼ିଆ ବାଇବେଲ
ଏହି ବ୍ଯକ୍ତିମାନେ ଗାଦର ସୈନ୍ଯଦଳର ନେତା ଥିଲେ। ସହେି ଦଳର ସବୁଠାରୁ ଦୁର୍ବଳ ବ୍ଯକ୍ତି 100 ଜଣ ଶତ୍ରୁ ସୈନ୍ଯଙ୍କ ସହତ ୟୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସହେି ଦଳର ସବୁଠାରୁ ପରାକ୍ରମୀ ବ୍ଯକ୍ତି 1,000 ଜଣ ଶତ୍ରୁ ସୈନ୍ଯଙ୍କ ସହିତ ୟୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା।
Cross references
ଲେବୀୟ ପୁସ୍ତକ 26:8
ତୁମ୍ଭମାନଙ୍କ ମଧ୍ଯରୁ ପାଞ୍ଚ ଜଣ ଶତୃ ପକ୍ଷରୁ ଶ ହେ ଲୋକଙ୍କୁ ଘଉଡାଇ ଦବେେ ଓ ଶ ହେ ଜଣ ଦଶସହସ୍ର ଜଣଙ୍କୁ ଘଉଡାଇ ଦବେେ ତୁମ୍ଭମାନଙ୍କ ଖଡ୍ଗ ରେ ତୁମ୍ଭମାନଙ୍କର ଶତୃର ବିନାଶ ଘଟିବ।
ଦିତୀୟ ବିବରଣ 32:30
ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।