Cross references
ଆଦି ପୁସ୍ତକ 36:25
ଅନାର ପୁତ୍ର ଦିଶୋନ୍ ଓ ଅହଲୀବାମା ନାମ୍ନୀ ଜଣେ କନ୍ଯା ଥିଲେ.
ଆଦି ପୁସ୍ତକ 36:26
ଦିଶୋନଙ୍କର ଚାରୋଟି ପୁତ୍ର ଥିଲେ, ସମାନେେ ହେଲେ, ହିମ୍ଦନ୍, ଇସ୍ବନ୍, ୟିତ୍ରନ୍ ଓ କରାନ୍।
ଆଦି ପୁସ୍ତକ 36:29
ହୋରୀଯ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶାେବଲ, ରାଜା ସିବିଯୋନ୍ ଓ ରାଜା ଅନା।