Home Bibles ପ୍ରଥମ ବଂଶାବଳୀ 1:36 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 1:36 · ଓଡ଼ିଆ ବାଇବେଲ

ଇଲୀଫସଙ୍କର ପୁତ୍ରମାନେ ଥିଲେ : ତୈମନ, ଓମାର, ସଫୀ, ଗଯିତମ ଓ କନସ, ଇଲିଫସ, ତିମ୍ନଙ୍କର ଓ ଅମାଲକେ।

Cross references

ଆଦି ପୁସ୍ତକ 36:11

ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର, ସଫୋ, ଗଯିତମ୍ ଓ କନସ୍।

ପ୍ରଥମ ବଂଶାବଳୀ 1:53

କନସ, ତୈମନ, ମିବ୍ସର,

ଯିରିମିୟ 49:7

ସୈନ୍ଯାଧିପତି ସଦାପ୍ରଭୁ ଇଦୋମ ବିଷଯ ରେ ଏହି କଥା କହନ୍ତି, ତୈମନ ରେ ଆଉ କ'ଣ ଜ୍ଞାନ ନାହିଁ ?

ଯିରିମିୟ 49:20

ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧ ରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚଯ ସମାନଙ୍କେୁ ଓ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ଯାହା ଘଟିଗଲା ପ୍ରେତ୍ୟକକ ବ୍ଯକ୍ତି ସେଥି ରେ ଚକିତ ହାଇଯେିବେ।

ଆମୋଷ 1:12

ତେଣୁ ଆମ୍ଭେ ତୈମନ୍ ଉପ ରେ ଅଗ୍ନି ବୃଷ୍ଟି କରିବା। ସହେି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ବଂସ କରି ପକାଇବ।

ଓବଦିୟ 1:9

ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହବେେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ବଂସ ପାଇବେ। ଅନକେ ଲୋକ ନିହତ ହବେେ।

ହବକକୂକ 3:3

ପରମେଶ୍ବର ତୈମନରୁ ଆସୁଛନ୍ତି। ସହେି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।

Interlinear

Choose Theme